Apply for many other jobs-

ଜ୍ୟୋତିଷ,ବାସ୍ତୁ ବିଶେଷଜ୍ଞ, ପିଅନ, ଖାଦ୍ୟ ବିତରଣ ଏଜେଣ୍ଟ, ଦୋକାନ ଚାକର, ହୋଟେଲ କର୍ମଚାରୀ, ଘର ନିର୍ମାଣକାରୀ, ମେକାନିକ, ରୋଷେଇଆ, ଚାକର ଚାକରାଣୀ , ବାସନମଜା ନୌକର, ପ୍ରାଇଭେଟ ସ୍ପାଏ , ଡିଟେକ୍ଟିଭ୍, ସୁରକ୍ଷା ଗାର୍ଡ, ବଡ଼ି ମସାଜର, ହସ୍ପିଟାଲ ଆସିଷ୍ଟାଣ୍ଟ, ପରସନାଲ ଆସିଷ୍ଟାଣ୍ଟ ଏବଂ ଅନ୍ୟ ଚାକିରୀ ଯାହା ଆପଣ କରିବାକୁ ଚାହୁଁଛନ୍ତି - କୌଣସି ଚାକିରୀ କୁ ଛୋଟ ମନେ କରନ୍ତୁ ନାହିଁ ଓ ଲୋକେ କଣ କହିବେ ବୋଲି ଯିଏ ଭାବେ ସେ କେବେ ଉନ୍ନତି କରି ପରା ନାହିଁ I ଆମ ୱେବସାଇଟ ରେ ଯାହାର ନାମ ରହିଲା ତାର ନାମ ସମସ୍ତେ ପାଇବେ ଓ ତାକୁ ଲୋକେ ଡାକିବେ I

ଆବେଦନ କରିବା ପାଇଁ ମେସେଜ କରନ୍ତୁ, କଲ କରନ୍ତୁ ବା ଏଠାରେ ଫର୍ମ ପୂରଣ କରନ୍ତୁ-